ପ୍ରକାଶିତ ବହି- କଲ୍ୟାଣ କବଚ , ଆଦ୍ୟ ଅକ୍ଷର ( କ ) ନିୟମରେ ରଚିତ ୨୦୦୫ , ଉଚିତ ଶିକ୍ଷା , ଶିଶୁ କବିତା ସଂକଳନ - ୨୦୧୨ , ସଦ୍ୟ ସୁମନ ବିଭିନ୍ନ କବିତାକୁ ନେଇ ଏକ ସଂକଳନ - ୨୦୧୫ , ଅକ୍ଷର ଖେଳ , ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଢଗଢମାଳି , ଇଂରାଜୀ ନବ ବର୍ଷ -୨୦୧୮ , ଆଧୁନିକ କବିତା ସଂକଳନ ବାସ୍ତବ ବାର୍ତ୍ତା, ବିନାୟକ ଚତୁର୍ଥୀ -୨୦୧୮ ।
ସଂପୃକ୍ତ ଅନୁଷ୍ଠାନ- ପଟେଲ ସାହିତ୍ୟ ସଂସଦ , ଉତ୍କଳିକା , ମଞ୍ଚଜ୍ୟୋତି , ନବୀନ ସାହିତ୍ୟ ପ୍ରତିଷ୍ଠାନ , ବ୍ରହ୍ମପୁର ସାହିତ୍ୟ ସଂସଦ , ସମ୍ବାଦ ସାହିତ୍ୟଘର ପିତଳ , ସୃଜନ ସାହିତ୍ୟ ସଂସ୍କୃତି ସଂସଦ-ଛତ୍ରପୁର , ଓଡ୍ର ସାହିତ୍ୟ ସଂସଦ- ରାମଚନ୍ଦ୍ରପୁର ।
ପାଇଥିବା ସମ୍ବନ୍ଧନ- ବ୍ରହ୍ମପୁର ସାହିତ୍ୟ ପରିଷଦ ଦ୍ୱାରା ଶିଶୁ ସାହିତ୍ୟ ସମ୍ମାନରେ ଅଳଂକୃତ , ମଞ୍ଚଜ୍ୟୋତି- ବ୍ରହ୍ମପୁର , ନବୀନ ସାହିତ୍ୟ ପ୍ରତିଷ୍ଠାନ- ବ୍ରହ୍ମପୁର , ପଟେଲ ସାହିତ୍ୟ ସଂସଦ- ବ୍ରହ୍ମପୁର , ଉତ୍କଳିକା ସାରସ୍ଵତ ପ୍ରତିଷ୍ଠାନ ବାଲିପଦର , ନବୀନ ସାହିତ୍ୟ ପ୍ରତିଷ୍ଠାନ ଦ୍ଵାରା ' ନିଃର୍ଜରା କବି ' ଉପାଧିରେ ବିଭୂଷିତ , ପଦ୍ମଲୋଚନ ପାଠାଗାର ବାଲେଶ୍ଵର ଦ୍ଵାରା ‘ କବି କମଳ ’ ସମ୍ମାନ ରେ ସମ୍ମାନୀତ ।












































👍👍👍👍👍
ReplyDelete